ସାମିଲ ହୁଅନ୍ତୁ
ବନ୍ଧକ ଶ୍ରମିକ ନିପାତ କରିବା ପାଇଁ ଆମ ସହ ହାତ ମିଳାନ୍ତୁ। ଆପଣ ଜଣେ ମୁକ୍ତ ବନ୍ଧକ ଶ୍ରମିକ, ଆଇନଜୀବୀ କିମ୍ବା ସଚେତନ ନାଗରିକ ଭାବରେ ଆମ ସହ ଯୋଡି ହେବାର ଅନେକ ରାସ୍ତା ରହିଛି। ମିଳିମିଶି ଆମେ ବନ୍ଧକ ଶ୍ରମରେ ଫସି ରହିଥିବା ହଜାର ହଜାର ଶ୍ରମିକଙ୍କୁ ସ୍ୱାଧୀନତା ଦେଇ ପାରିବା ଏବଂ ଏହା ନିଶ୍ଚିତ କରିବା ଯେମିତି କେହି ଜଣେ ବି ରହି ନ ଯାଆନ୍ତି।